thumbnail

By

Published : Feb 27, 2021, 2:00 PM IST

ETV Bharat / Videos

ମହାପ୍ରଭୁଙ୍କ ଗଜବେଶର ମାହାତ୍ମ୍ୟ, ଶୁଣନ୍ତୁ ସଂସ୍କୃତି ପ୍ରଚାରକଙ୍କ ମତ

ପୁରୀ: ଆଜି ମହାପ୍ରଭୁଙ୍କ ଗଜ ବେଶ। ତେବେ ଏହି ଗଜବେଶ ପଛରେ ରହିଛି ଏକ ପୌରାଣିକ କାହାଣୀ। ତେବେ ଗଜ ବେଶର ମାହାତ୍ମ୍ୟ କଣ ଓ ଶ୍ରୀମନ୍ଦିର ରେ କିଭଳି ପାଳନ ହୁଏ ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ମୁହଁରୁ... ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.