କୋରବାରେ ପହଁଞ୍ଚିଲା ଦେଶର ଦୀର୍ଘତମ ମାଲବାହୀ ଟ୍ରେନ 'ଭାସୁକି' - longest 3 and a half kilometer 'Vasuki' train

🎬 Watch Now: Feature Video

thumbnail

By

Published : Jan 23, 2021, 7:52 PM IST

Updated : Jan 23, 2021, 8:00 PM IST

ରାୟପୁର: ଭାରତୀୟ ରେଳ ଇତିହାସରେ ପ୍ରଥମ । କୋରବାରେ ପହଁଞ୍ଚିଲା ଦେଶର ଦୀର୍ଘତମ ମାଲବାହୀ ଟ୍ରେନ 'ଭାସୁକି' । ଆଜି ରାୟପୁର ଡିଭିଜନର ଭିଲାଇ ଡି କ୍ୟାବିନରୁ ବିଳାସପୁର ଡିଭିଜନର କୋରବା ପର୍ଯ୍ୟନ୍ତ 5 ଟି ମାଲବାହୀ ଟ୍ରେନକୁ ଏକାସାଥେ ଚଳାଚଳ କରିଥିଲା। ଏହି ମାଲବାହୀ ଟ୍ରେନର ମୋଟ ଲମ୍ବ ପ୍ରାୟ ସାଢେ ତିନି କିଲୋମିଟର। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 23, 2021, 8:00 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.