thumbnail

By

Published : Dec 10, 2021, 7:40 PM IST

ETV Bharat / Videos

ବାଲୁକାକଳାରେ କ୍ୟାପଟେନ ବରୁଣ ସିଂଙ୍କ ଆରୋଗ୍ୟ କାମନା

ପୁରୀ : ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ଜେନରାଲ ବିପିନ ରାୱତଙ୍କ ସମେତ ଅନ୍ୟ 12 ଜଣ ଆଖି ବୁଜିଛନ୍ତି । ଏ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ବାୟୁସେନା ଗ୍ରୁପ କ୍ୟାପଟେନ ବରୁଣ ସିଂ। ତେବେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରି ମହାପ୍ରଭୁଙ୍କ ନିକଟରେ ବରୁଣଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.