thumbnail

Exclusive-‘ଅଲମ୍ପିକ ପଦକ ଭାରତରେ ହକିର ପୁନର୍ଜନ୍ମ’

By

Published : Aug 7, 2021, 4:46 PM IST

ଭୁବନେଶ୍ବର: ଟୋକିଓ ଅଲମ୍ପିକରେ ଭାରତର ବ୍ରୋଞ୍ଜ ବିଜୟରେ ଦୁଇ ଓଡିଆ ଖେଳାଳିଙ୍କ ଥିଲା ପ୍ରମୁଖ ଭୂମିକା । ଭାରତୀୟ ହକି ଦଳର ଦୁଇ ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ଦୀର୍ଘ ୪୧ ବର୍ଷ ପରେ ହକିରେ ଭାରତର ଐତିହାସିକ ବ୍ରୋଞ୍ଜ ପଦକ ବିଜୟ ବିଷୟରେ ଇଟିଭି ଭାରତ ଡିଜିଟାଲ ଡାଏଲଗରେ କହିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର... ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଓଡିଶା)

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.