ଅଟାରି-ଓ୍ବାଘା ସୀମାରେ ବିଟିଂ ରିଟ୍ରିଟ ସମାରୋହ - ବିଟିଂ ରିଟ୍ରିଟ ସମାରୋହ
🎬 Watch Now: Feature Video

ଚଣ୍ତିଗଡ: ପଞ୍ଜାବ ଅଟାରି-ୱାଘା ବର୍ଡରରେ ବିଟିଂ ରିଟ୍ରିଟ ସମାରୋହ ଅନୁଷ୍ଠିତ । ମହାମାରୀ କୋରୋନା ସଙ୍କଟ କାରଣରୁ ଖୁବ କମ ସଦସ୍ୟଙ୍କୁ ନେଇ ଏହି ସମାରୋହ ହୋଇଛି । ଗତବର୍ଷ ଏ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ହେଲେ ଚଳିତ ଥର କୋରୋନା କଟକଣା ମଧ୍ୟରେ ବିଟିଂ ରିଟ୍ରିଟ ସମାରୋହ ଅନୁଷ୍ଠିତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ