thumbnail

2022 Assembly Poll Results: କର୍ଣ୍ଣାଟକରେ ଉତ୍ସବ ପାଳୁଛନ୍ତି BJP ସମର୍ଥକ

By

Published : Mar 10, 2022, 1:25 PM IST

Updated : Feb 3, 2023, 8:19 PM IST

୫ ରାଜ୍ୟରେ ଜାରି ରହିଛି ବିଧାନସଭା ନିର୍ବାଚନ ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପିର ଟ୍ରେଣ୍ଡ ଜାରି ରହିଛି । ଏହି ଟ୍ରେଣ୍ଡ ଅନୁଯାୟୀ ଏଠାରେ ବିଜେପି ସରକାର ଗଢ଼ୁଛି । ଏହାକୁ ନେଇ କର୍ଣ୍ଣାଟକ ବିଜେପି ପାର୍ଟି ଅଫିସରେ ଉତ୍ସବ ପାଳିଛନ୍ତି କର୍ମକର୍ତ୍ତା । ବାଣ ଫୁଟାଇ ନାଚ ଗୀତରେ ମସଗୁଲ ଅଛନ୍ତି ସମର୍ଥକ ।
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.