thumbnail

By

Published : Mar 24, 2022, 11:43 AM IST

Updated : Feb 3, 2023, 8:20 PM IST

ETV Bharat / Videos

CMC Election: ପତ୍ନୀଙ୍କ ସହ ଆସି ଭୋଟ ଦେଲେ ମେୟର ପ୍ରାର୍ଥୀ ଶ୍ରୀତମ ଦାସ

କଟକ: ରାଜ୍ୟରେ ପୌର ନିର୍ବାଚନ ପାଇଁ ମଦଦାନ ଜାରି ରହିଛି । କଟକରେ ୫୯ ଟି ୱାର୍ଡରେ ୪ ଲକ୍ଷ ୫୦ ହଜାର ମତଦାତା ମତଦାନ କରୁଛନ୍ତି । ତେବେ ବିଜେପି ମେୟର ପାର୍ଥୀ ଶ୍ରୀତମ ଦାସ ନିଜ ସପରିବାରଙ୍କ ସହ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।ମାନସିଂପଟଣା ଉଚ୍ଚ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ଶ୍ରୀତମ ଦାସ । ତେବେ ଜନମତ ବିଜେପି ସପକ୍ଷରେ ଆସିବ ବୋଲି ସେ ମତପ୍ରକାଶ କରିଛନ୍ତି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.