thumbnail

By

Published : Mar 22, 2022, 8:57 AM IST

Updated : Feb 3, 2023, 8:20 PM IST

ETV Bharat / Videos

ପୌର ଫାଇଟ: ବିଜୟୀ ହେଲେ ବିକାଶ କରିବେ କହିଲେ BJP ପ୍ରାର୍ଥୀ

ବ୍ରହ୍ମପୁର: ପୌର ନିର୍ବାଚନ ନେଇ ବ୍ରହ୍ମପୁରରେ ଚାଲିଛି ଜୋରଦାର ପ୍ରଚାର । ଭୋଟ ହାତେଇବା ନେଇ ଦଳ ଦଳ ମଧ୍ୟରେ ଚାଲିଛି କସରତ । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ବିଜେପି ଦଳୀୟ ପ୍ରାର୍ଥୀ ଓ ପ୍ରାର୍ଥନୀ ଜାରି ରଖିଛନ୍ତି ପ୍ରଚାର । ସହରର ୨୬ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ସୁନିଲ ପାତ୍ର ପ୍ରଚାର କରିବା ସହ ବିଜୟୀ ହେଲେ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.