thumbnail

ନିର୍ବାଚନୀ ସଭାରେ ଦୁର୍ଗା ପାଠ କଲେ ଦିଦି, ଦେଖନ୍ତୁ ଭିଡିଓ

By

Published : Mar 16, 2021, 4:23 PM IST

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ସେତେ ରୋଚକ ହେବାରେ ଲାଗିଛି । ବିଜେପିର ହିନ୍ଦୁତ୍ବ କାର୍ଡକୁ କାଉଣ୍ଟର କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନର୍ବାଚନୀ ସଭାରେ ଦୁର୍ଗା ପାଠ କରିଛନ୍ତି । ମଙ୍ଗଳବାର ପଶ୍ଚିମବଙ୍ଗର ବାଙ୍କୁରାରେ ଏକ ନର୍ବାଚନୀ ସଭାରେ ଦିଦି ଦୁର୍ଗା ପାଠ କରି ପ୍ରଚାର କରିଛନ୍ତି । ସୂଚନା ଥାଉକି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ଟକ୍କର ହେବାର ସମ୍ଭାବନା ରହିଛି । @ANI

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.