ଟ୍ରାଫିକ ଅଟକାଇ କୁକୁରକୁ ରାସ୍ତା ପାର କରାଇଲେ ଟ୍ରାଫିକ ପୋଲିସ

By

Published : Sep 2, 2020, 4:42 PM IST

thumbnail

ହାଇଦ୍ରାବାଦ: ଗାଡି ମୋଟରରେ ଯାତାୟାତ କରି ରାସ୍ତା ଉପରେ ସର୍ବଦା ନିଜର ଅଧିକାର ସାବ୍ୟସ୍ତ କରିଥାଏ ଏ ମଣିଷ ସମାଜ । ହେଲେ ମନରେ ପ୍ରଶ୍ନ ଉଠେ ଏ ରାସ୍ତା କେବଳ କଣ ଆମର ? ଏହା ଉପରେ ଯାତାୟତ ପାଇଁ କଣ ଜୀବଜନ୍ତୁଙ୍କର କୌଣସି ଅଧିକାର ନାହିଁ ? ତେବେ ଏମାନଙ୍କ ଏହି ଅଧିକାର ବିଷୟରେ ଚିନ୍ତା କରିଛନ୍ତି ଜଣେ ଟ୍ରାଫିକ ପୋଲସ । ଆଉ ରାସ୍ତାରେ ଟ୍ରାଫିକ ଅଟକାଇ ଏକ କୁକୁରକୁ ରାସ୍ତା ପାରି କରାଇଛନ୍ତି । ଆଉ ଏହି ଦୃଶ୍ୟକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ଭାରତୀୟ ରାଜସ୍ବ ବିଭାଗ ଅଧିକାରୀ ଅମନପ୍ରୀତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.