ରାମ ମନ୍ଦିର ମୋ ଜୀବନର ସବୁଠୁ ବଡ ସ୍ବପ୍ନ ଥିଲା: କଲ୍ୟାଣ ସିଂହ - Kalyan Singh interview

🎬 Watch Now: Feature Video

thumbnail

By

Published : Jul 29, 2020, 7:55 PM IST

ହାଇଦ୍ରାବାଦ: ଅଗଷ୍ଟ 5ରେ ହେବାକୁ ଥିବା ରାମ ମନ୍ଦିରର ଭୂମିପୂଜନ ପାଇଁ ପ୍ରସ୍ତୁତ ରହିଛି ଅଯୋଧ୍ୟା । ତେବେ ଏହି ଭବ୍ୟ କାର୍ଯ୍ୟକ୍ରମ ପୂର୍ବରୁ ‘ଇଟିଭି ଭାରତ’କୁ ସ୍ବାତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ । ରାମ ମନ୍ଦିର ଜୀବନର ସବୁଠୁ ବଡ ସ୍ବପ୍ନ ଥିବାବେଳେ ଏବେ ଏହା ପୁରା ହୋଇଥିବା କହିଛନ୍ତି କଲ୍ୟାଣ ସିଂହ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.