ନିଆରା ମେଳା:ବିଭିନ୍ନ ବେଶରେ ଭକ୍ତ ମାଗୁଛନ୍ତି ଭିକ, ଲାଗିଛି ଭଗବାନଙ୍କ ଭିଡ - ଆନ୍ଧ୍ରପ୍ରଦେଶ ମେଳରା ଭିନ୍ନ ଭିନ୍ନ ବେଶରେ ଭକ୍ତ

🎬 Watch Now: Feature Video

thumbnail

By

Published : Jan 29, 2020, 10:36 AM IST

ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କୋପ୍ପାବରମ୍‌ ଗ୍ରାମୀଣ ଇଲାକାର ଭିନ୍ନ ଏକ ଉତ୍ସବ। ରାମ, କୃଷ୍ଣ, ବଳରାମ, ଗୋବିନ୍ଦା ରାଜା ସ୍ବାମୀ, ସନ୍ଥ, ପାଣ୍ଡବ, ଭେଙ୍କେଟେଶ୍ବର ସ୍ବାମୀ, ଅନନ୍ତ ଶୟନରେ ମହାବିଷ୍ଣୁ, ସମସ୍ତଙ୍କ ବେଶରେ ମେଳାରେ ଉପସ୍ଥିତ ଅଛନ୍ତି ଭକ୍ତ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.