ଷ୍ଟାଚ୍ୟୁ ଅଫ ୟୁନିଟି: କ୍ରୁଜ ବୋଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ମୋଦି
🎬 Watch Now: Feature Video

ଗାନ୍ଧୀନଗର: କୋରୋନା ସମୟରେ ଲକଡାଉନ କୋହଳ ହେବା ପରେ, ବନ୍ଦ ଥିବା ଷ୍ଟାଚ୍ୟୁ ଅଫ ୟୁନିଟ ପୁନଃ ଖୋଲାଯାଇଛି । ତେବେ ନାଇଟ ଭ୍ୟୁ ପାଇଁ କେବଡିଆରେ ପର୍ଯ୍ୟଟକଙ୍କ ପାଇଁ ଏକତା କ୍ରୁଜ ବୋଟ ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଡିଆରେ ନାଇଟ କ୍ରୁଜ ବୋଟକୁ ସଜା ଯାଇଛି । ଏହାର ଉଦଘାଟନ ପରେ ପର୍ଯ୍ୟଟକମାନେ ନଭେମ୍ବର 1ରୁ ଯାତ୍ରା କରିପାରିବେ । ଏହା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଆକର୍ଷଣ କେନ୍ଦ୍ର ହେବ ।