ବିକାଶର ସହଯୋଗୀ ଶଶିକାନ୍ତର ପତ୍ନୀ ବଖାଣିଲେ ସେଦିନର ସମ୍ପୂର୍ଣ୍ଣ ଘଟଣା - ବିକାଶର ସହଯୋଗୀ ଶଶିକାନ୍ତ
🎬 Watch Now: Feature Video
କାନପୁର: ଅପରାଧ ସାମ୍ରାଜ୍ୟର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ ଥିଲା ଶଶିକାନ୍ତ । ସେଦିନ ବିକ୍ରୁ ଗ୍ରାମରେ ଘଟିଥିବା ସମ୍ପୂର୍ଣ୍ଣ ଘଟଣାକୁ ବଖାଣିଛନ୍ତି ଶଶିକାନ୍ତର ପତ୍ନୀ । ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ..