ପ୍ରଶିକ୍ଷଣ ପାଇଁ ମା’ ଠାରୁ ଅଲଗା ହେଲା ଛୁଆହାତୀ, ଦେଖନ୍ତୁ ଭିଡିଓ... - ଶିବାମୋଗା ବନ ବିଭାଗ
🎬 Watch Now: Feature Video
ବେଙ୍ଗାଲୁରୁ: ପ୍ରଶିକ୍ଷଣ ପାଇଁ ମା’ ଠାରୁ ଛୁଆ ହାତୀକୁ ଅଲଗା କରି ସ୍ଥାନାନ୍ତରିତ କଲା ବନ ବିଭାଗ । କର୍ଣ୍ଣାଟକର ପ୍ରମୁଖ ହାତୀ ଏନକ୍ଲୋଜର ଶିବାମୋଗା ଜିଲ୍ଲାର ସାକ୍ରେଭାଇଲରେ ବନ ବିଭାଗ ଏହି ଛୁଆ ହାତୀକୁ ଦୀର୍ଘ ସମୟର ପରିଶ୍ରମ ପରେ ମା’ ହାତୀ ଠାରୁ ଅଲଗା କରି ସ୍ଥାନାନ୍ତରିତ କରିବାରେ ସକ୍ଷମ ହୋଇଛି । ଅନ୍ୟ ପ୍ରଶିକ୍ଷିତ ହାତୀ ଓ ହାତୀ ବିଶେଷଜ୍ଞ ବନକର୍ମଚାରୀଙ୍କ ସହୟତାରେ ମା’ଠାରୁ ଛୁଆ ହାତୀକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଶିଶୁ ହାତୀଟି ୩ ଦିନ ନିରୀକ୍ଷଣରେ ରହିବା ପରେ ତାର ପ୍ରଶିକ୍ଷଣ ଆରମ୍ଭ ହେବ । ବନ ବିଭାଗ ଭାଷାରେ ଏହାକୁ ‘ୱେନିଂ’ କୁହାଯାଏ । ତେବେ ଦେଖନ୍ତୁ କିପରି ଥିଲା ସମ୍ପୂର୍ଣ୍ଣ ପ୍ରକ୍ରିୟା ।