ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ରାସ୍ତା ନିର୍ମାଣ, ଜାଣନ୍ତୁ କେମିତି ? - plastic
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5467074-873-5467074-1577095030858.jpg)
ସାରା ବିଶ୍ବ ପ୍ଲାଷ୍ଟିକ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା କଥା କହୁଛି । ଏହି ପରିପ୍ରେକ୍ଷୀରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ମୋଦିଙ୍କ ଆହ୍ବାନ ପୂର୍ବରୁ ଛତିଶଗଡରେ ପ୍ଲାଷ୍ଟିକ ବିରୋଧରେ ଜାରି ରହିଛି ଲଢେଇ । ପ୍ଲାଷ୍ଟିକ ବ୍ୟବହାର ବ୍ୟାନ ଉପରେ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ।