ଜୁନ 24ରେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା; ଦେଖନ୍ତୁ କେବଳ ଇଟିଭି ଭାରତରେ
ଜ୍ୟୈଷ୍ଠ ଶୁକ୍ଳ ପୂର୍ଣ୍ଣିମାରେ କାଳିଆ ସାଆନ୍ତେଙ୍କ ସ୍ନାନ ଯାତ୍ରା
ଏଥର ବି ବିନା ଶ୍ରଦ୍ଧାଳୁରେ ସ୍ନାନ କରିବେ ସାଆନ୍ତେ
108 ସୁବର୍ଣ୍ଣ ଗରା ଜଳରେ ସ୍ନାନ କରିବେ ଜଗତ ଠାକୁର
ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ
ଜୁନ 24 ତାରିଖ.....ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ ଦେଖନ୍ତୁ ଇଟିଭି ଭାରତରେ