ତେଲେଙ୍ଗାନା ବର୍ଷା ବିତ୍ପାତ: ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ପ୍ରଦାନ - ରିଲିଫ ପାଣ୍ଠିକୁ ରାମୋଜିର ଅନୁଦାନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9274542-thumbnail-3x2-ramoji.jpg)
ହାଇଦ୍ରାବାଦ: ତେଲେଙ୍ଗାନା ବର୍ଷା ପୀଡିତଙ୍କୁ ସହାୟତାର ହାତ ବଢାଇଛି ରାମୋଜୀ ଗ୍ରୁପ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ରାମୋଜୀ ଗ୍ରୁପ ଅଫ କମ୍ପାନୀର ଚେୟାରମ୍ୟାନ ରାମୋଜୀ ରାଓ । ରାମୋଜୀ ଗ୍ରୁପର ଜଣେ ପ୍ରତିନିଧି ଆଇଟି ମନ୍ତ୍ରୀ କେଟି ରାମା ରାଓଙ୍କୁ ଗୁରୁବାର ଏହି ଚେକ୍ ଦେଇଛନ୍ତି ।