ଲଗାଣ ବର୍ଷାରେ ବେହାଲ ମୁମ୍ବାଇ, ବନ୍ଧ ଉପର ଦେଇ ବନ୍ୟାଜଳ ପ୍ରବାହିତ - ମୁମ୍ବାଇରେ ବର୍ଷା

🎬 Watch Now: Feature Video

thumbnail

By

Published : Jul 5, 2020, 5:59 PM IST

ମୁମ୍ବାଇ: ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ମୁମ୍ବାଇର ଜନଜୀବନ । ସମ୍ପୂର୍ଣ୍ଣ ସହରରେ ବନ୍ୟାସ୍ଥିତି ରହିଛି । ସହରର ରାସ୍ତାଘାଟରେ ଆଣ୍ଠୁଏ ପାଣୁ ଚାଲୁଥିବାବେଳେ ଯାତାୟାତ ବାଧପ୍ରାପ୍ତ ହୋଇଛି । ସେପଟେ ମୁମ୍ବାଇର ପୋଓ୍ବାଇ ହ୍ରଦରେ ଜଳସ୍ତର ବୃଦ୍ଧି ଘଟି ବନ୍ଧ ଉପର ଦେଇ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମଳିଛି । ଏହାସହ କୋଲାବା ସମୁଦ୍ର ଉପକୂଳରେ ବଡବଡ ଜୁଆର ଉଠୁଥିବାରୁ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.