ନବାନ୍ନ ମାର୍ଚ୍ଚ: ବିଜେପି କର୍ମୀଙ୍କ ଉପରେ ପଶ୍ଚିମବଙ୍ଗ ପୋଲିସର ଲାଠିଚାର୍ଜ

By

Published : Oct 8, 2020, 7:26 PM IST

thumbnail
କୋଲକାତା: 'ବିଜେପିର ନବାନ୍ନ ମାର୍ଚ୍ଚ' ସମୟରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ପଶ୍ଚିମବଙ୍ଗ ପୋଲିସ ମଧ୍ୟରେ ସଂଘର୍ଷ । ତେବେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିବା ଦେଖିବାକୁ ମିଳିଛି । ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବିରୋଧରେ କୋଲକାତା ଓ ହାୱଡାରୁ ବିଜେପିର ହଜାର ହଜାର କାର୍ଯ୍ୟକର୍ତ୍ତା ସଚ୍ଚିବାଳୟରୁ 'ନବାନ୍ନ' ପର୍ଯ୍ୟନ୍ତ ପଦଯାତ୍ରାର ଆୟୋଜନ କରିଥିଲେ । ତେବେ ସାନ୍ତ୍ରାଗାଚ୍ଛିରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବା ସହ ଲାଠି ଚାର୍ଜ ଓ ପାଣିମାଡ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.