ନିର୍ବାଚନ ହାରି ବିଜୟ ସ୍ବାଦ ପାଇଛି ବିଜେପି: ପ୍ରଧାନମନ୍ତ୍ରୀ - ବିଜେପି ନିର୍ବାଚନ ହାରି ହାରି ବିଜୟ ସ୍ବାଦ ପାଇଛି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14421363-thumbnail-3x2-bn.jpg)
ନୂଆଦିଲ୍ଲୀ: ବିଜେପିର ବିଜୟ ହେଲେ ମୋଦିଙ୍କୁ ଶ୍ରେୟ ଦିଆଯାଏ । ପରାଜୟ ହେଲେ ମୋଦି ନିଜକୁ ଦାୟୀ କରନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ବାଚନ ହାରି ବିଜୟ ସ୍ବାଦ ପାଇଛି ବିଜେପି ।