ହାଇଦ୍ରାବାଦ ଗସ୍ତ ବେଳେ ବାଟରେ ଅଟକିଲେ ମୋଦି: ବୁଲିଲେ, କ୍ଷେତରୁ ଖାଇଲେ ଚଣା - ହାଇଦ୍ରାବାଦରେ ଚଣାଖାଇଲେ ମୋଦି
🎬 Watch Now: Feature Video
ହାଇଦ୍ରାବାଦ:ଶନିବାର ହାଇଦ୍ରାବାଦ ଗସ୍ତରେ ଆସି ICRISATର 50ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ସେ ବେଶ ଭାଇରାଲ ହେବାରେ ଲାଗିଛି । ହାଇଦ୍ରାବାଦ ICRISAT ଗସ୍ତ ସମୟରେ ସେ ଫାର୍ମରେ ବୁଲୁଥିବା ବେଳେ ଚାଷ ହୋଇଥିବା ଚଣାକୁ ଗଛରୁ ଛିଣ୍ଡାଇ ଖାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Last Updated : Feb 6, 2022, 9:56 AM IST