ନଦୀ ମଧ୍ୟରେ ମାନବ ଶୃଙ୍ଖଳ, ଉଦ୍ଧାର ହେଲେ 3ରୁ ଉର୍ଦ୍ଧ୍ବ - flood in Surendranagar District
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8550018-296-8550018-1598353225348.jpg)
ଗାନ୍ଧୀନଗର: ସୁରେନ୍ଦ୍ରନଗରର ଲିମ୍ବଡିରେ ପ୍ରବଳ ବର୍ଷା କାରଣରୁ ଧଲୱାନା ଗ୍ରାମରେ ନଦୀ ଜଳ ପ୍ରବାହିତ ହୋଇଥିଲା । ଲିମ୍ବଡି ଅଞ୍ଚଳରେ ପ୍ରବଳ ବର୍ଷା ପରେ ଲୋକେ ଡାଲୱାନା ଗାଁର ନଦୀ କୂଳରେ ଫସି ରହିଥିଲେ । ସ୍ଥାନୀୟ ଯୁବକ ଓ ଗ୍ରାମବାସୀ ନଦୀରେ ଫସିରହିଥିବା ତିନିରୁ ଅଧିକ ଲୋକଙ୍କୁ ମାନବ ଶୃଙ୍ଖଳ କରି ଉଦ୍ଧାର କରିଥିଲେ ।