thumbnail

By

Published : Jun 3, 2020, 11:07 PM IST

ETV Bharat / Videos

ଗେଟ ଓ୍ବେ ଅଫ ଇଣ୍ଡିଆରୁ ଦେଖନ୍ତୁ ବାତ୍ୟା ନିସର୍ଗର ତାଣ୍ଡବ

ମୁମ୍ବାଇ: ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡ ନିସର୍ଗ ଲ୍ୟାଣ୍ଡଫଲ କରିବା ପରେ ତାଣ୍ଡବ ରଚିଥିଲା। ପାଣିପାଗ ବିଭାଗ ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 120 କିମି ବେଗରେ ପବନ ବହିଥିଲା । ମୁମ୍ବାଇ, ଥାନେ, ରାଇଗଡରେ ତାଣ୍ଡବ ରଚିଛି ନିସର୍ଗ । ପ୍ରବଳ ପବନରେ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ବର୍ଷା ପ୍ରବଳରୁ ଅତିବ୍ରବଳ ବର୍ଷା ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.