thumbnail

By

Published : Oct 18, 2020, 3:38 PM IST

ETV Bharat / Videos

ବେଙ୍ଗାଲୁରୁରେ ଚଳନ୍ତା କାରରେ ନିଆଁ, ଦେଖନ୍ତୁ

କର୍ଣ୍ଣାଟକ ମହୀଶୂର ରାସ୍ତାର ପାନ୍ଥାରପାଲ୍ୟା ଠାରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ମଝି ରାସ୍ତାରେ ହଠାତ୍ କାରଟି ଜଳିବା ମାତ୍ରେ ଡ୍ରାଇଭର ଓ ସେଥିରେ ଥିବା ଯାତ୍ରୀ ସୁରକ୍ଷିତ ବାହାରକୁ ଚାଲି ଆସିଥିଲେ । ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି । କାରଟି ବାଙ୍ଗାଲୋରରୁ ମହୀଶୂର ଯାଉଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.