ଦୁଇ ଘଣ୍ଟା ପରେ ଆସିଲେ ନେତା, ପିସିକୁ ସାମ୍ବାଦିକଙ୍କ ବୟକଟ୍

By

Published : Apr 13, 2021, 10:13 PM IST

thumbnail

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ନେତା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୌଣସି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ଦୀର୍ଘ ଦୁଇ ଘଣ୍ଟା ଧରି ଅପେକ୍ଷା କରାଇଥିଲେ । ଏହାକୁ ଗଣମାଧ୍ୟମ ପ୍ରତିନିଧିମାନେ ନିଜର ଅପମାନ ଭାବି ସମ୍ପୃକ୍ତ ନେତାଙ୍କ ସାମ୍ବାଦିକ ସମ୍ମିଳନୀକୁ ବୟକଟ୍ କରିଛନ୍ତି । ଏହି ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଥିବାବେଳେ ପ୍ରକୃତରେ ଏହା କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.