ପଶୁଠୁ ହୀନ କୋରୋନା ମୃତ୍ୟୁ, ଏମିତି ହେଉଛି ଶବ ସତ୍କାର - କୋଭିଡ ରୋଗୀଙ୍କ ମୃତଦେହ
🎬 Watch Now: Feature Video
ବେଙ୍ଗାଲୁରୁ : କୋଭିଡ ରୋଗୀଙ୍କ ମୃତଦେହକୁ ଗୋଟିଏ ଗାତରେ ଫିଙ୍ଗା ଯାଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ପ୍ରକୃତରେ ଏହି ଘଟଣା କର୍ଣ୍ଣାଟକର ବେଲାରୀ ଜିଲ୍ଲାରେ କେଉଁ ସ୍ଥାନରେ ଘଟିଛି ସେ ନେଇ ତଥ୍ୟ ମିଳି ପାରିନାହିଁ । ତେବେ ବେଲାରୀ ଜିଲ୍ଲାରେ 773 କୋରୋନା ମାମଲାରୁ 23 ଜଣଙ୍କର ମୃତ୍ୟୁ ହୋଇଛି । ଏବଂ 437 ମାମଲା ସକ୍ରିୟ ରହିଥିବା ବେଳେ 313 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jun 30, 2020, 4:25 PM IST