4 ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା ଚିତାବାଘ, ଦେଖନ୍ତୁ ଭିଡ଼ିଓ - କୂଅରୁ ଉଦ୍ଧାର ହେଲା ଚିତାବାଘ

🎬 Watch Now: Feature Video

thumbnail

By

Published : Aug 27, 2021, 6:31 PM IST

ମୁମ୍ବାଇ: କୂଅରୁ ଉଦ୍ଧାର ହେଲା ଚିତାବାଘ । ମହାରାଷ୍ଟ୍ର ନାସିକର ଦେବଲା ତହସିଲର ଲୋହୋନେରରେ ଥିବା ଏକ କୂଅରୁ ଚିତାବାଘକୁ ବନ ବିଭାଗ ଉଦ୍ଧାର କରିଛି । ୪ ଘଣ୍ଟା ଅପରେସନ ପରେ ଚିତାବାଘ ଉଦ୍ଧାର ହୋଇଛି । ଉଦ୍ଧାର କରିବା ପରେ ଚିତାବାଘକୁ ତାର ପ୍ରକୃତ ବାସସ୍ଥାନରେ ଛଡ଼ାଯାଇଛି । ଚିତାବାଘଟି ଖାଦ୍ୟ ଅନ୍ବେଷଣରେ କୂଅରେ ପଡ଼ିଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.