କିଭଳି କାମ କରେ ପ୍ଲାଜମା ଥେରାପି ମେସିନ୍ ? - ପ୍ଲାଜ୍ମା ଥେରାପି

🎬 Watch Now: Feature Video

thumbnail

By

Published : Jul 13, 2020, 6:07 PM IST

ନୂଆଦିଲ୍ଲୀ: ପ୍ଲାଜମା ଥେରାପି ଅନେକ କରୋନା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଦିନକୁ ଦିନ ମଧ୍ୟ ପ୍ଲାଜମା ଥେରିପିର ଆବଶ୍ୟକତା ବଢୁଛି । ତେବେ ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲରେ ଏକ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆଇଏଲବିଏସ୍ ମାଧ୍ୟମରେ ସମସ୍ତ ହସ୍ପିଟାଲକୁ ପ୍ଲାଜମା ଯୋଗାଇ ଦିଆଯାଉଛି | କିନ୍ତୁ ବର୍ତ୍ତମାନ ପ୍ଲାଜମା ଥେରାପି ମେସିନ୍ ଦିଲ୍ଲୀର ସବୁଠୁ ବଡ କରୋନା ହସ୍ପିଟାଲରେ ପହଞ୍ଚିଛି । ଶୁଣନ୍ତୁ, କେମିତି କାମ କରେ ଏହି ମେସିନ ? ଏନେଇ କଣ କହୁଛନ୍ତି ମେଡିକାଲ ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.