ପୁଣି କାଶ୍ମୀର ଘାଟିରେ ତୁଷାରପାତ ଜାରି - କାଶ୍ମୀର ଘାଟୀ

🎬 Watch Now: Feature Video

thumbnail

By

Published : Jan 23, 2021, 2:52 PM IST

ଶ୍ରୀନଗର: କାଶ୍ମୀର ଘାଟିରେ ଏକ ସପ୍ତାହ ହେଲା ଶୀତ ଲହରୀ ଜାରି ରହିଛି । ତେବେ ଆଜି ପୁଣି ସେଠାରେ ବରଫପାତ ଆରମ୍ଭ ହୋଇ ଯାଇଛି । ଶ୍ରୀନଗର ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ ତୁଷାରପାତ ହେଉଛି । ଫଳରେ ଜମ୍ମୁ ଓ କାଶ୍ମୀରରେ ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । ଅନ୍ୟପଟେ କାଶ୍ମୀରରେ ପ୍ରାୟ 4ଇଞ୍ଚର ବରଫ ଜମି ସାରିଥିବାବେଳେ ତୁଷାରପାତ ଜାରି ରହିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.