ବାୟୁସେନା ଦିବସର ଜୋରଦାର ପ୍ରସ୍ତୁତି, ଆକାଶରେ ପରାକ୍ରମ ଦେଖାଇଲେ ଯୁଦ୍ଧ ବିମାନ - ବାୟୁସେନା ଦିବସ
🎬 Watch Now: Feature Video

ଗାଜିଆବାଦ: ଭାରତୀୟ ବାୟୁସେନା ନିଜର 88 ତମ ପ୍ରତିଷ୍ଠା ଦିବସକୁ ନେଇ ଜୋରସୋରରେ ଜାରି ରଖିଛି ପ୍ରସ୍ତୁତି । ଏହି ଅବସରରେ ଏୟାରଫୋର୍ସ ବିବାନ ଗାଜିୟାବାଦର ହିଣ୍ଡନ ଏୟାରଫୋର୍ସ ଷ୍ଟେସନରେ ଦେଖାଇଛନ୍ତି ନିଜ ନିଜର ପରାକ୍ରମ । ଏମାନଙ୍କ ମଧ୍ୟରେ ମିଗ-21 ଓ ଏଏଲଏଚ ରୁଦ୍ର ସାମିଲ ରହିଥିଲା । ତେବେ କାର୍ଯ୍ୟକ୍ରମରେ ରାଫେଲ ଓ ତେଜସ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବେ ।
Last Updated : Oct 6, 2020, 10:01 PM IST