କୋରୋନା ସହ ଲଢେଇ ପାଇଁ କ୍ଷମତା ବୃଦ୍ଧି କରିବ ଭଲ ନିଦ ଓ ସୁଷମ ଖାଦ୍ୟ - How to avoid corona virus?

🎬 Watch Now: Feature Video

thumbnail

By

Published : Apr 29, 2021, 12:56 PM IST

Updated : Apr 29, 2021, 1:27 PM IST

ଚଣ୍ଡିଗଡ: ସମଗ୍ର ଦେଶରେ ଏବେ କୋରୋନାର ଆତଙ୍କ । ବୃଦ୍ଧି ପାଉଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା । ଏହାରି ମଧ୍ୟରେ ୱାଲର୍ଡ ମେଡିକାଲ ଆସୋସିଏସନର ଉପଦେଷ୍ଟା ଡକ୍ଟର ରମନିକ ସିଂ ବେଦୀ ଇଟିଭି ଭାରତକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଏହି ମହାମାରୀ ସମୟରେ କୋମୋରବିଡିଟି ଥିବା ଲୋକମାନେ ନିଜର ଅଧିକ ଯତ୍ନ ନେବା ଉଚିତ୍ । ଆଉ କଣ ପରାମର୍ଶ ଦେଇଛନ୍ତି ଡାକ୍ତର ଶୁଣନ୍ତୁ...
Last Updated : Apr 29, 2021, 1:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.