ବୃଦ୍ଧାଶ୍ରମରେ କୋରୋନା ଯୋଦ୍ଧାଙ୍କ ପ୍ରଶଂସନୀୟ କାର୍ଯ୍ୟ, ଦେଖନ୍ତୁ ଭିଡିଓ...

By

Published : May 8, 2021, 9:49 PM IST

thumbnail
ସିମଲା: ବୃଦ୍ଧାଶ୍ରମରେ କୋରୋନା ଯୋଦ୍ଧାଙ୍କ ପ୍ରଶଂସନୀୟ କାର୍ଯ୍ୟ । ହିମାଚଳପ୍ରଦେଶର ପର୍ଯ୍ୟଟନ ନଗରୀ କୁଲ୍ଲୁର ଏକ ବୃଦ୍ଧ ଆଶ୍ରମରେ କୋରୋନା ଯୋଦ୍ଧାଙ୍କ ପ୍ରଶଂସନୀୟ କାର୍ଯ୍ୟ । ଯାହାକୁ ଦେଖି ଲୋକେ ଖୁବ ପ୍ରଶଂସା କରୁଛନ୍ତି । କୁଲ୍ଲୁର ଏକ ବୃଦ୍ଧା ଶ୍ରମରେ ନିକଟରେ ଜଣେ ବୃଦ୍ଧ ମହିଳା କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଏହା ପରେ ବୃ୍ଦ୍ଧା ଆଶ୍ରମରୁ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଥିଲା । ଏହି ସମୟରେ ଏଠାରେ ଜଣେ କୋରୋନା ଯୋଦ୍ଧା ନାଚ ଗୀତ ସହ ସେମାନଙ୍କୁ ଉତ୍ସାହ କରୁଛନ୍ତି । ଏହା ସହ ସେମାନଙ୍କୁ କୋରୋନା ଗାଇଡଲାଇନ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ନିକଟରେ ହିମାଳଚଳ ପ୍ରଦେଶର ଶିକ୍ଷାମନ୍ତ୍ରୀ ମଧ୍ୟ ଖୁବ ପ୍ରଶଂସା କରିଥିଲେ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.