ବଡଘର ବାହାଘର, କନ୍ୟାକୁ ଉପହାରରେ ପୋତି ଚର୍ଚ୍ଚାରେ ପୂର୍ବତନ ବିଧାୟକ - ତାଜୁବ କଲା ବିଧାୟକଙ୍କ ଝିଅ ବାହାଘର
🎬 Watch Now: Feature Video

ତାମିଲନାଡୁ: ତାଜୁବ କଲା ବିଧାୟକଙ୍କ ଝିଅ ବାହାଘର । କୋରୋନା ମାନ୍ଦାବସ୍ଥାରେ ସାଜିଲା ସବୁଠାରୁ ମହଙ୍ଗା ବିବାହ । କୋଟି କୋଟି ଟଙ୍କାର ଉପହାରରେ ପୋତି ଦେଲେ ଜ୍ବାଇଁ ଘରକୁ । ଦେଖିଲେ ଲାଗିବ ଯେମିତି ବସି ଖାଇଲେ ବି ସରିବନି । ଗାଡିରେ ଲକ୍ଷାଧିକ ଟଙ୍କାର କାର, ବୁଲେଟ, ସ୍କୁଟର ସାଙ୍ଗକୁ ଟ୍ରାକ୍ଟର । ଏହାସହ ଡର୍ଜନେ ଛେଳି ଓ ଗାଈ ମଧ୍ୟ ଭେଟି ଦେଇଛନ୍ତି ।