thumbnail

By

Published : Jan 16, 2022, 5:19 PM IST

ETV Bharat / Videos

ସୀମାରେ ପାଳନ ହେଲା ଲୋକପ୍ରିୟ ବିହୁ, ପାରମ୍ପରିକ ସଙ୍ଗୀତରେ ଝୁମିଲେ ଯବାନ

ଶ୍ରୀନଗର: ଚତୁଃପାର୍ଶ୍ବ ବରଫାବୃତ୍ତ, ବିଯୁକ୍ତ ତାପମାତ୍ରା । କିନ୍ତୁ ସୀମାରେ ଉତ୍ତର-ପୂର୍ବ ଭାରତର ପର୍ବ ‘ବିହୁ’ ପାଳିଲେ ଭାରତୀୟ ଯବାନ । ଭାରତ-ପାକ ନିୟନ୍ତ୍ରଣ ରେଖା (LOC) ନିକଟବର୍ତ୍ତୀ କିରାନ୍ ସେକ୍ଟରରେ ପାରମ୍ପରିକ ବିହୁ ସଙ୍ଗୀତର ତାଳେ ତାଳେ କାନ୍ଧକୁ କାନ୍ଧ ମିଳାଇ ଝୁମିଲେ ସୀମା ସୁରକ୍ଷା ବଳର ଯବାନ । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.