ରୌପ୍ୟ ଆଣିଲେ ଯୋଗେଶ, ଖୁସିରେ ନାଚିଲେ ପରିବାର ସଦସ୍ୟ - ପାରାଅଲିମ୍ପିକ୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12914673-thumbnail-3x2-p.jpg)
ଚଣ୍ଡିଗଡ: ପାରାଅଲିମ୍ପିକ୍ସରେ ଡିସକସ ଥ୍ରୋରେ ଭାରତକୁ ରୌପ୍ୟ । ଦେଶ ପାଇଁ ରୌପ୍ୟ ଆଣିଲେ ଯୋଗେଶ କାଥୁନିଆ । ଏନେଇ ଯୋଗେଶଙ୍କ ପରିବାରରେ ଖୁସିରେ ଲହରୀ । ହରିୟାଣାର ବାହାଦୂରଗଡରେ ପରିବାର ଲୋକେ୍ ଖୁସିରେ ମିଠାବାଣ୍ଟିବା ସହ ଖୁସିରେ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ପାରାଅଲିମ୍ପିକ୍ସରେ ଭାରତର ପଦକ ବର୍ଷା ହୋଇଥିବା ବେଳେ ଆଜି ଡିସକସ ଥ୍ରୋରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି ଯୋଗେଶ କାଥୁନିଆ ।