ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ପ୍ରତି ଗାଁରେ ପହଞ୍ଚିବ ଇଣ୍ଟରନେଟ: IT ସଚିବ - Etv Bharat digital dialogue

🎬 Watch Now: Feature Video

thumbnail

By

Published : Oct 2, 2021, 8:06 PM IST

Updated : Oct 4, 2021, 11:34 AM IST

ଭୁବନେଶ୍ବର: ଟେକ୍ନୋଲୋଜି ଯୋଗୁଁ କମିଛି ସରକାର-ଲୋକଙ୍କ ମଧ୍ୟରେ ଦୂରତା । ହାତ ପାହାନ୍ତାରେ ଏବେ ସରକାରୀ ସେବା ଓ ବ୍ୟବସ୍ଥା । ମହାମାରୀ ସଂକଟ ହେଉକି କାଳିଆ ଚ୍ୟାଲେଞ୍ଜ ସବୁ ସଂକଟର ସରଳ ସମାଧାନ ଟେକ୍ନୋଲୋଜି । ତେବେ ସରକାରୀ ବ୍ୟବସ୍ଥା ଠାରୁ ଆରମ୍ଭ କରି ନାଗରିକ ସେବାରେ କଣ ରହିଛି ଟେକ୍ନୋଲୋଜିର ଭୂମିକା ? ଆଗକୁ ଆସୁଥିବା ନୂଆ ICT ଓ Start up policy ର, କଣ ରହିବ ରୂପରେଖ ? ରାଜ୍ୟ ଶାସନ ବ୍ୟବସ୍ଥା ଓ ନାଗରିକ ସେବାରେ IT ଓ ଟେକ୍ନୋଲୋଜିର କିଭଳି ହେବ ବିସ୍ତୃତ ରୁପାୟନ ଓ କେବେ ପହଞ୍ଚିବ ପ୍ରତି ଗାଁରେ ବ୍ରଡ ବ୍ୟାଣ୍ଡ ? ଏହି ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ଚଳିତ ଥର ଡିଜିଟାଲ ଡାଇଲଗ କାର୍ଯ୍ୟକ୍ରମରେ ଅଛନ୍ତି ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ମନୋଜ କୁମାର ମିଶ୍ର । ଦେଖନ୍ତୁ ସମୂର୍ଣ୍ଣ ସାକ୍ଷାତକାର... ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ
Last Updated : Oct 4, 2021, 11:34 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.