ହାଥରସ ଗଣଦୁଷ୍କର୍ମ: ଯୋଗୀ ସରକାରଙ୍କୁ ସଞ୍ଜୟଙ୍କ ଟାର୍ଗେଟ

By

Published : Sep 29, 2020, 6:38 PM IST

thumbnail
ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ପରେ ଚିକିତ୍ସିତ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି । ତେବେ ଏପରିସ୍ଥିତିରେ ଇଟିଭି ଭାରତକୁ ସାକ୍ଷାତକାର ଦେଇ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ପ୍ରଭାରୀ ତଥା ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.