ଗାନ୍ଧୀ@150: ଗୋଟିଏ ଦେଶ, ଗୋଟିଏ ଗୀତ

By

Published : Oct 2, 2019, 11:33 AM IST

Updated : Oct 2, 2019, 10:11 PM IST

thumbnail
ପାଳନ ହେଉଛି ଗାନ୍ଧୀଜୀଙ୍କ 150ତମ ଜନ୍ମଦିନ । ‘ବୈଷ୍ଣବ ଜନ ତୋ ରେ କହିୟେ, ତେ ପିଡ ପରାୟେ ଜାନେ ରେ’ ଗୀତରେ ସମଗ୍ର ଭାରତକୁ ଗୋଟିଏ ସୂତାରେ ବାନ୍ଧିଛି ଇଟିଭି ଭାରତ । ଏକ ବିଶାଳ ଦେଶ ଭାରତ ବର୍ଷ, ବିବିଧତା ମଧ୍ୟରେ ଏକତା ଓ ସୁନ୍ଦରତାର ସ୍ବର୍ଗ ଏହି ଅଖଣ୍ଡ ଆର୍ଯ୍ୟବର୍ତ୍ତ । ପଞ୍ଚଦଶ ଶତାବ୍ଦୀର ଗୁଜୁରାଟ କବି ନରସିହ୍ନା ମେହେତାଙ୍କ ଭଜନ ମାଧ୍ୟମରେ ସମଗ୍ର ଭାରତକୁ ସତ୍ୟ, ଅହିଂସା, ସମାନତାର ବାର୍ତ୍ତା ବାଣ୍ଟିବା ସହ ଏକତା ସୂତ୍ରରେ ଯୋଡିବା ପାଇଁ ‘ଇଟିଭି ଭାରତ’ କରିଛି ଭିନ୍ନ ଓ ସ୍ବତନ୍ତ୍ର ପ୍ରୟାସ । 11ଟି ଭାଷାରେ ପ୍ରସ୍ତୁତ ହୋଇଛି ଗାନ୍ଧୀଙ୍କ ପ୍ରିୟ ସଙ୍ଗୀତ । ଏହା ବୈଷ୍ଣବଙ୍କ ଜୀବନ ଓ ଆଦର୍ଶକୁ ଅତ୍ୟନ୍ତ ଚମତ୍କାର ଓ ସୁନ୍ଦରତା ଭାବରେ ଦର୍ଶାଉଛି । ଭଜନର ପ୍ରତିଟି ପଦରେ ଭାବ ଓ କରୁଣା ପରିପୂର୍ଣ୍ଣ ହୋଇରହିଛି ।
Last Updated : Oct 2, 2019, 10:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.