thumbnail

‘କୋରୋନା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଡିଆରଡିଓ’

By

Published : Mar 27, 2020, 9:30 PM IST

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛି ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅରଗାନାଇଜେସନ (ଡିଆରଡିଓ) । ଆଗାମୀ କିଛି ଦିନ ଯାଏଁ ଦେଶ ପାଇଁ ଅତ୍ୟାବଶ୍ୟକୀୟ ଫେସ ମାସ୍କ ପ୍ରଡକ୍ସନ ପାଇଁ ନିଷ୍ପତ୍ତି ନେଇଛି ଡିଆରଡିଓ । ଏନେଇ ଦରକାର ହେଲେ କୋରୋନା ବିରୋଧରେ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଡିଆରଡିଓ ଅଧ୍ୟକ୍ଷ ସତୀଶ ରେଡ୍ଡୀ । ତେବେ କୋରୋନା ମୁକାବିଲା ପାଇଁ କିପରି ରହିଛି ପ୍ରସ୍ତୁତି ସେନେଇ ଦେଖନ୍ତୁ ସତୀଶ ରେଡ୍ଡୀଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.