thumbnail

କୋଭିଡ୍ ସଂକଟ ବେଳେ କେମିତି ରଖିବେ ମାନସିକ ସନ୍ତୁଳନ ?

By

Published : May 15, 2021, 5:24 PM IST

Updated : May 17, 2021, 5:13 PM IST

ସାରା ଦେଶରେ ମହାମାରୀ କୋରୋନାର ଆତଙ୍କ ଜାରି ରହିଛି । ପ୍ରତିଦିନ ଗୋଟିଏ ନୂଆ ନୂଆ ରେକର୍ଡ କରୁଛି କୋଭିଡ୍ ମହାମାରୀ । ଦେଶର 2 କୋଟିରୁ ଅଧିକ ଲୋକ ସଂକ୍ରମିତ ସହ 2 ଲକ୍ଷରୁ ଅଧିକ ଲୋକଙ୍କ ଗଲାଣି ଜୀବନ । ପ୍ରତିଦିନ ନିଜ ପ୍ରିୟ ପରିଜନଙ୍କୁ ହରାଉଛନ୍ତି ଆତ୍ମୀୟ । ଯାହା ଆମର ମାନସିକ ସନ୍ତୁଳନକୁ ପ୍ରଭାବିତ କରିବା ସହ ସଂଗୀନ ସ୍ଥିତି ଆଡକୁ ନେଇଯାଉଛି । ଏଭଳି କ୍ଷେତ୍ରରେ କେମିତି ମାନସିକ ସ୍ଥିତି ବଜାୟ ରଖିବେ ? କେମିତି ନିଜକୁ ନିୟନ୍ତ୍ରଣ କରିବେ ସେନେଇ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ...କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବରିଷ୍ଠ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ତନ୍ମୟୀନି ଦାସ...କଣ କହୁଛନ୍ତି ଡାକ୍ତର ଦାସ ଦେଖନ୍ତୁ ...
Last Updated : May 17, 2021, 5:13 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.