thumbnail

By

Published : May 27, 2021, 4:22 PM IST

ETV Bharat / Videos

ଯୁଆଡେ ଆଖି ଯାଉଛି ପାଣି ହିଁ ପାଣି, ଆକାଶରୁ ନବୀନ ବଖାଣିଲେ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି

ବାତ୍ୟା ୟସ ଯୋଗୁଁ ଛାରଖାର ହୋଇଛି ବାଲେଶ୍ବର ଆଉ ଭଦ୍ରକ ଜିଲ୍ଲା । ଉଭୟ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ବ୍ୟାପକ କ୍ଷତି ସହିଛି । ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ନବୀନ ଯାହା ବୟାନ ଦେଇଛନ୍ତି ତାହା ଛାତି ଥରାଇପାରେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା 'ୟାସ୍' ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିଲି । ଯେଉଁଆଡ଼େ ଆଖି ଯାଉଛି କେବଳ ପାଣି ହିଁ ପାଣି । ଏପରି ସ୍ଥିତି ଯେ, କେଉଁପଟେ ସ୍ଥଳଭାଗ ଓ କେଉଁଠାରେ ସମୁଦ୍ର ତାହା ଜାଣିବା କଷ୍ଟକର।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.