ନିର୍ବାଚନରେ ଲଢେଇ ପାଇଁ ମିଳିଲାନି ଟିକେଟ, ଭୋ ଭୋ କାନ୍ଦିଲେ ନେତା

By

Published : Jan 15, 2022, 1:24 PM IST

thumbnail

ଲକ୍ଷ୍ନୌ: ନିର୍ବାଚନରେ ଲଢିବା ପାଇଁ ମିଳିଲା ନାହିଁ ଟିକେଟ । ଭୋ ଭୋ ହୋଇ କାନ୍ଦିଲେ ବିଏସପି ନେତା । ଚଳିତ ବର୍ଷ ବିଧାନସବାକୁ ନେଇ ୟୁପି ରାଜନୀତି ସରଗରମ ଥିବାବେଳେ ଏବେ ଟିକେଟ ଆଶାରେ ଅନେକ ନେତା । ଏହାରି ମଧ୍ୟରେ ନିର୍ବାଚନ ଲଢିବା ନେଇ ଟିକେଟ ନପାଇବାରୁ ବିଏସପିର ନେତା ଅର୍ଶଦ ରଣା ପାର୍ଟି ବିରୋଧରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୋତେ ଚଳିତବର୍ଷ ନିର୍ବାଚନରେ ଟିକେଟ ଦେବା ପାଇଁ କୁହାଯାଇଥିଲା । ହେଲେ ମୋତେ ଦେଲେ ନାହିଁ । ଏମାନେ ମୋର ମଜାକ ବନାଇ ଦେଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.