ପରକୀୟ ପ୍ରୀତିରୁ ଜଙ୍ଘନ୍ୟ ହତ୍ୟାକାଣ୍ଡ; କ୍ୟାମେରାରେ କଏଦ ହେଲା ବିଭତ୍ସ ଦୃଶ୍ୟ - ପରକୀୟ ପ୍ରତିରୁ ଜଙ୍ଘନ୍ୟ ହତ୍ୟାକାଣ୍ଡ
🎬 Watch Now: Feature Video
ଚେନ୍ନାଇ: ପରକୀୟ ପ୍ରୀତିକୁ ନେଇ ଜଙ୍ଘନ୍ୟ ହତ୍ୟାକାଣ୍ଡ । କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡର ବିଭତ୍ସ ଦୃଶ୍ୟ । ତିନି ଜଣ ମିଶି ଜଣେ ବ୍ୟକ୍ତିକୁ ମାରି ରାସ୍ତାରେ ଶୁଆଇବା ପରେ ଗଳାକାଟିଲେ ହତ୍ୟାକାରୀ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମୃତବ୍ୟକ୍ତି ଜଣ ଚେନ୍ନାଇ କନ୍ନଗି ନଗରର ସନ୍ତୋଷ କୁମାର (33) । ସନ୍ତୋଷଙ୍କ ସ୍ତ୍ରୀ ମରିଯିବା ପରେ ତାଙ୍କର ଅନ୍ୟ ଏକ ବିବାହିତା ମହିଳାଙ୍କ ସମ୍ପର୍କ ଗଢିଉଠିଥିଲା । ଉକ୍ତ ବିବାହିତ ମହିଳାଙ୍କ ସ୍ବାମୀ ଇଲାଭାରସନଙ୍କ ବାରମ୍ବାର ତାଗିଦ ପରେ ବି ନ ମାନିବାରୁ ସନ୍ତୋଷକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।