ଭାସ୍କର୍ଯ୍ୟ କଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା - ଭାସ୍କର୍ଯ୍ୟ କଳା

🎬 Watch Now: Feature Video

thumbnail

By

Published : Sep 16, 2020, 11:00 PM IST

ପୁରୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷରେ ପଦାର୍ପଣ କରିବେ । ତାଙ୍କର ଜନ୍ମ ଦିନ ଅବସରରେ ବିଭିନ୍ନ ମହଲରୁ ତଥା ତାଙ୍କ ପ୍ରଶଂସକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଜନ୍ମ ଦିନର ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ମାଟିରେ ପ୍ରତିମୂର୍ତ୍ତୀ ତିଆରି କରି ତାଙ୍କୁ ପୁଷ୍ପ ପ୍ରଦାନ କରି ଜନ୍ମ ଦିନର ଶୁଭେଚ୍ଛା ଦେବା ସହ ଅଗାମୀ ଭବିଷ୍ୟତ ସଫଳ ହେବା ନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.