ଚାପୁଡା ମାରିଲେ ଟିକାୟତ, ଗାଜିପୁର ସୀମାରେ ପୋଲିସ ଛାଉଣୀ - ଗାଜିପୁର ସୀମା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10417220-thumbnail-3x2-ll.jpg)
ନୂଆଦିଲ୍ଲୀ: ପୋଲିସ ଛାଉଣୀରେ ପରିବର୍ତ୍ତିତ ହୋଇଯାଇଛି ଗାଜିପୁର ସୀମା । ପ୍ରବଳ ସଂଖ୍ୟାରେ ପୋଲିସ କର୍ମୀ ଏଠାରେ ମୁତୟନ ହୋଇଛନ୍ତି । ଚାଷୀ ଆନ୍ଦୋଳନକୁ ଶେଷ କରିବାକୁ ଦିଆଯାଇଛି ଚେତାବନୀ । ଏହାରି ମଧ୍ୟରେ ଗାଜିପୁର ସୀମାରେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଛନ୍ତି ବିକେୟୁ ମୁଖପାତ୍ର ରାକେଶ ଟିକାୟତ ।