thumbnail

By

Published : May 21, 2020, 1:08 PM IST

ETV Bharat / Videos

ଦେଖନ୍ତୁ ପଶ୍ଚିମବଙ୍ଗରେ ଅମ୍ଫାନ ତାଣ୍ଡବ ସମୟର ଦୃଶ୍ୟ...

ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ମହାବାତ୍ୟା ଅମ୍ଫାନ । ଅମ୍ଫାନ ପ୍ରଭାବରେ ରାଜ୍ୟର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ 12 ଜଣ ପ୍ରାଣ ହରାଇଛନ୍ତି । ତେବେ ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି 160ରୁ 180 କଲୋମିଟର ରହିଥିଲା । ଦେଖନ୍ତୁ ପଶ୍ଚିମବଙ୍ଗରେ ଅମ୍ଫାନ ତାଣ୍ଡବ ସମୟର ଦୃଶ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.