ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେରେ ଓହ୍ଲାଇଲା ମିରାଜ-ଜାଗୁଆର, ଦେଖନ୍ତୁ - purvanchal Expressway
🎬 Watch Now: Feature Video

ଲକ୍ଷ୍ନୌ: ଲୋକାର୍ପଣ ପରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ଓ୍ବେରେ ଅବତରଣ କଲା ବାୟୁସେନାର ଏକାଧିକ ଲଢୁଆ ବିମାନ । ଅବତରଣ କଲା ମିରାଜ-୨୦୦୦, ଜାଗୁଆର,C-130 j ସମେତ ଅନ୍ୟ କିଛି ଲଢୁଆ ବିମାନ । ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ