ଟୀକାକରଣ କେନ୍ଦ୍ରରେ ଦଳାଚକଟା, ଦେଖନ୍ତୁ କେଉଁଠି...

By

Published : Jul 2, 2021, 3:33 PM IST

thumbnail
ଭୋପାଲ: ଭ୍ୟାକ୍ସିନେସନ ସେଣ୍ଟରରେ ଦଳାଚକାଟା ପରିସ୍ଥିତି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ଲୋଧିଖେଡାରେ । ସାରା ଦେଶରେ କୋରୋନା ମୁକାବିଲା କରିବା ପାଇଁ ସରକାର ଟୀକାକରଣ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛିନ୍ଦୱାଡାର ଏକ ଟୀକାକାରଣ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଭିଡ ଏଭଳି ଥିଲା ଯେ ଟୀକାକରଣ କେନ୍ଦ୍ର ଖୋଲିବା ମାତ୍ରେ ସେଠାରେ ପରିସ୍ଥିତି ଅସମ୍ଭାଳ ହୋଇପଡିଥିଲା । @ANI

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.