4th Phase Voting: ଶାନ୍ତିଶୃଙ୍ଖଳାରେ କଳାହାଣ୍ଡିରେ ମତଦାନ - ଭବାନୀପାଟଣାରେ ପିଙ୍କ ବୁଥ୍ ନ୍ୟୁଜ
🎬 Watch Now: Feature Video
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓ ଲାଞ୍ଜିଗଡ଼ ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ସରିଛି । ମତାଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳୁ ଥିବାବେଳେ ନୂଆ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ମହିଳାଙ୍କ ପାଇଁ ପିଙ୍କ ବୁଥର ବ୍ୟବସ୍ଥା ସହ ସେଲ୍ଫି ପଏଣ୍ଟ ଭୋଟରଙ୍କ ମନରେ ଉତ୍ସାହକୁ ୨ ଗୁଣିତ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST